ମହିଳାଙ୍କ ପାଇଁ ସଂସଦ ଓ ବିଧାନସଭାରେ ସିଟ୍‌ ସଂରକ୍ଷଣ ସଂକଳ୍ପ ପ୍ରସଙ୍ଗରେ ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଲେ- ରାଜ୍ୟରେ ନାରୀ ଅସୁରକ୍ଷିତ, ଦିନକୁ ଦିନ ଦୁଷ୍କର୍ମ ବଢ଼ୁଛି, ଓଡ଼ିଶା ମହିଳା ହିଂସାରେ ୩ ନଂ, ଦୁଷ୍କର୍ମରେ ୬ ନଂ ସ୍ଥାନରେ; ମହିଳା ବିମୁଖ ହେଲେଣି, ମହିଳା ଭୋଟ ହାତେଇବାକୁ ଛଳନା କରୁଛନ୍ତି

You might also like