ମନ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଲେ, ସୀମା ସୁରକ୍ଷାରେ ଆଦୌ ସାଲିସ୍ କରାଯିବନି,ଲଦାଖ୍‌ରେ ଶତ୍ରୁକୁ ଆମ ଯବାନ କଡ଼ା ଜବାବ ଦେଇଛନ୍ତି, ଭାରତ ବନ୍ଧୁତ୍ୱ ସ୍ଥାପନ କରିବା ଜାଣେ, ଜବାବ ଦେବା ବି ଜାଣେ, ସହିଦ ବୀର ଯବାନଙ୍କ ପିତାମାତାଙ୍କୁ ସଲାମ୍ ଜଣାଇଲେ ମୋଦି।

You might also like