ମନ କି ବାତ୍‌ରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ରଙ୍କ ସମ୍ବୋଧନ: କହିଲେ- କରୋନା ବିପକ୍ଷରେ ଜନତା ଲଢ଼େଇ କରୁଛି; ଲୋକଙ୍କ ସହ ମିଶି ଶାସନ-ପ୍ରଶାସନ ମଧ୍ୟ ଲଢୁଛି, ଆଜି ଦେଶ ଗୋଟିଏ ଲକ୍ଷ୍ୟ ନେଇ ଏକାଠି ଚାଲିଛି

You might also like