ମନ୍ କି ବାତ୍‌ରେ ଜଗତସିଂହପୁର ନାଉଗାଁ ବ୍ଲକ୍‌ ଅରଖକୁଦର ସିଲୁ ନାୟକଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ସେନାରେ ଯୁବକଙ୍କୁ ସାମିଲ୍ ନେଇ ସିଲୁ ନାୟକ ମାଗଣା ଟ୍ରେନିଂ ଦେଉଥିବାରୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

You might also like