ମଦ କମ୍ପାନୀ ପାଇଁ ଗଛକଟା ନେଇ ବିଧାନସଭାରେ କଂଗ୍ରେସ ପୁଣି ଆଣିଲା ମୁଲତବି ନୋଟିସ୍: ଶୀର୍ଷକ ରହିଛି- ‘ମଦ କମ୍ପାନୀର ସ୍ୱାର୍ଥ ସୁରକ୍ଷା ପାଇଁ ପ୍ରଶାସନ ଓ ପୁଲିସର ମିଳିତ ପ୍ରୋତ୍ସାହନରେ ଢେଙ୍କାନାଳ ବଳରାମପୁରରେ ବ୍ୟାପକ ଗଛକଟା’, ନୋଟିସ୍‌କୁ ଗ୍ରହଣ କଲେ ବାଚସ୍ପତି, ଉତ୍ତର ରଖିବେ ଜଙ୍ଗଲ ମନ୍ତ୍ରୀ

You might also like