ଭୁବନେଶ୍ୱର ସୁଭଦ୍ରା ଆପାର୍ଟମେଣ୍ଟକୁ କଣ୍ଟେନମେଣ୍ଟ ଘୋଷଣା: କଳାରାହାଙ୍ଗ ପଞ୍ଚାୟତ ୱାର୍ଡ ନଂ-୮ର ସୁଭଦ୍ରା ଆପାର୍ଟମେଣ୍ଟ, ଜଣେ ପଜିଟିଭ ଚିହ୍ନଟ ପରେ କଣ୍ଟେନମେଣ୍ଟ କଲେ ଜିଲ୍ଲାପାଳ, ଆଜି ରାତି ୭ଟାରୁ ୩୦ ତାରିଖ ରାତି ୭ଟା ଯାଏ କଣ୍ଟେନମେଣ୍ଟ

You might also like