ଭୁବନେଶ୍ୱର ସତ୍ୟନଗର ତୋଷାଳି ଭବନ ସାମ୍ନା ଓମ୍‌ଫେଡ୍‌ ଷ୍ଟଲକୁ ଯାଇଥିବା ସମସ୍ତଙ୍କୁ ୧୦୪ କଲ୍‌ କରିବା ସହିତ କ୍ୱାରେଣ୍ଟାଇନରେ ଯିବାକୁ ନିର୍ଦ୍ଦେଶ, କରୋନା ପଜିଟିଭ ଚିହ୍ନଟ ଜଣେ ବ୍ୟକ୍ତି ଉକ୍ତ ଷ୍ଟଲକୁ ନିୟମିତ ଯାଉଥିଲେ

You might also like