ଭୁବନେଶ୍ୱର: ଲଦାଖ ଗାଲୱାନ ଭ୍ୟାଲିରେ ୨ ଓଡ଼ିଆ ଯବାନ ସହିଦ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିବା ସହିଦ ଅନୁକମ୍ପାରାଶୀ ଘୋଷଣା କରିଛନ୍ତି। ପ୍ରତି ଯବାନଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୨୫ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ

You might also like