ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଭୂସ୍ଖଳନ ଅଞ୍ଚଳ ଚିହ୍ନଟ କରିବାକୁ IIT ମୁମ୍ବାଇକୁ ଦାୟିତ୍ୱ,ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନାଙ୍କ ସୂଚନା, ଚିହ୍ନଟ ଅଞ୍ଚଳବାସୀଙ୍କୁ ଭୂସ୍ଖଳନ ନେଇ ସଚେତନ କରାଯିବ; ଆବଶ୍ୟକ ହେଲେ ଅନ୍ୟତ୍ର ସ୍ଥାନାନ୍ତର କରାଯିବ

You might also like