ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ଲିଙ୍ଗିପୁରର ଏକ ଭଡ଼ା ଘରୁ ମହିଳା ଆଇନଜୀବୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର; ମୃତ ଆଇନଜୀବୀ ଦୀପାଳି ପ୍ରିୟଦର୍ଶିନୀ ଜେନାଙ୍କ ପୈତୃକ ଘର ଭଦ୍ରକ,ପୁରୁଷ ବନ୍ଧୁଙ୍କ ଭୂମିକା ନେଇ ଉଠିଲା ପ୍ରଶ୍ନ 

You might also like