ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଦୋକାନ କଟକଣା: ଗ୍ରୋସରୀ, ପରିବା, ମାଛ, ମାଂସ, ଅଣ୍ଡା ଦୋକାନ ଖୋଲା ରହିବ; ଗହଣା, ଇଲେକ୍ଟ୍ରୋନିକ, ଫର୍ଣ୍ଣିଚର ଦୋକାନ ବନ୍ଦ ରହିବ, ସବୁ ଗାଡ଼ି ଓ ସାଇକେଲ ସୋରୁମ, ସ୍ପୋର୍ଟସ ଦୋକାନ ବନ୍ଦ ରହିବ, ଜୋତା ଓ ବ୍ୟାଗ ସୋରୁମ, ମାର୍ବଲ ଟାଇଲ ଦୋକାନ ବନ୍ଦ ରହିବ

You might also like