ଭୁବନେଶ୍ୱର ମହାନଗର ଅଞ୍ଚଳରେ ଆଉ ୯୦ କରୋନା ଆକ୍ରାନ୍ତ ଚିହ୍ନଟ, ୯୦ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୬୩, ଲୋକାଲ କଣ୍ଟାକ୍ଟ-୨୭, ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୫୯କୁ ବୃଦ୍ଧି, ୩୮୫ ସୁସ୍ଥ, ୧୧ ମୃତ, ୪୬୨ ଆକ୍ରାନ୍ତ ଏବେ ଚିକିତ୍ସାଧୀନ

You might also like