ଭୁବନେଶ୍ୱର: ଭସାଣ ନେଇ ଟ୍ରାଫିକ୍ କଟକଣା; ସୁରକ୍ଷା ଦାୟିତ୍ୱରେ ୩୦ ପ୍ଲାଟୁନ୍ ଫୋର୍ସ; ବାଣୀବିହାରରୁ-ଜନପଥ ରାସ୍ତା, ଜୟଦେବ ବିହାରରୁ- ସିଆରପି, ଡମଣାରୁ କଳିଙ୍ଗ ହସ୍ପିଟାଲ ଛକ ମଧ୍ୟରେ ଲାଗୁ ହେବ କଟକଣା

You might also like