ଭୁବନେଶ୍ୱର ପହଞ୍ଚିବା ପରେ ଅପରାଜିତା ଷଡ଼ଙ୍ଗୀ କହିଲେ- ନିଜ ଘରକୁ ଫେରିଥିବାରୁ ବହୁତ ଉତ୍ସାହିତ; ମୁଁ ନୁହେଁ ଆମେ ହୋଇ କାର୍ଯ୍ୟ କରିବୁ, ଓଡ଼ିଶାକୁ ପ୍ରଗତିଶୀଳ ରାଜ୍ୟରେ ପରିଣତ କରିବାକୁ କାର୍ଯ୍ୟ କରିବି

You might also like