ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ପ୍ରସ୍ତୁତି ନେଇ ଡିଜି କ୍ୟାମ୍ପ ଅଫିସରେ ଆଜି ୫ ରାଜ୍ୟର ପୁଲିସ୍ ଅଧିକାରୀଙ୍କ ବୈଠକ; ନକ୍ସଲ ସମସ୍ୟା, ନିର୍ବାଚନ ବେଳେ ଅର୍ଥ କାରବାର ନେଇ ଆଲୋଚନା, ଅପରାଧ କାର୍ଯ୍ୟକଳାପ ରୋକିବା ନେଇ ମଧ୍ୟ ଆଲୋଚନା ହେବ

You might also like