ଭୁବନେଶ୍ୱର: ନନ୍ଦନକାନନରେ ପହଞ୍ଚିଲା ଆନାକୋଣ୍ଡା ସାପ; ମାଡ୍ରାସ କ୍ରୋକୋଡାଇଲ ବ୍ୟାଙ୍କରୁ ଆସିଲା ଆନାକୋଣ୍ଡା, ମୋଟ ୮ଟି ହଳଦିଆ ଆନାକୋଣ୍ଡା ଭିତରେ ୪ଟି ଅଣ୍ଡିରା ଓ ୪ଟି ମାଈ; ଆନାକୋଣ୍ଡା ସହ ୩ଟି ନାଇଲ କୁମ୍ଭୀର ଆସିଛି

You might also like