ଭୁବନେଶ୍ୱର: ଗୃହ ଆରମ୍ଭ ହେବା ପୂର୍ବରୁ ବିଧାନସଭା ଫାଟକ ଆଗରେ ମହିଳାଙ୍କ ପ୍ରତିବାଦ; ବିବାହ ଓ ଚାକିରି ନାଁରେ ଦେହ ବ୍ୟବସାୟ ପାଇଁ ବାଧ୍ୟ କରାଯାଉଥିବା ଅଭିଯୋଗ, ଅଭିଯୋଗ ଆଣି ପ୍ରତିବାଦ କରୁଥିବା ମହିଳାଙ୍କୁ ଉଠାଇ ନେଲା ପୁଲିସ

You might also like