ଭୁବନେଶ୍ୱର ଓ କଟକରେ ପଡ଼ିଛି ଘନ କୁହୁଡ଼ି; କୁହୁଡ଼ି ଯୋଗୁ ରାସ୍ତାଘାଟ ଦେଖାଯାଉନି, ଯାତାୟାତ ବାଧାପ୍ରାପ୍ତ; ୩୦ ମିଟର ଦୂରରୁ ଦେଖିବା କଷ୍ଟକର ହୋଇପଡ଼ୁଛି

You might also like