ଭୁବନେଶ୍ୱର: ଆଜି ୩୬୩୫ ପ୍ରବାସୀ ଓଡ଼ିଶା ଫେରିଥିବା I & PR ବିଭାଗର ସୂଚନା, ଏ ପର୍ଯ୍ୟନ୍ତ ମୋଟ ୫ ଲକ୍ଷ ୫୩ ହଜାର ୯୪୫ ଜଣ ପ୍ରବାସୀ ଫେରିଲେଣି। ୨୪ ଘଣ୍ଟାରେ କଟକଣା ଭଙ୍ଗ ନେଇ ୪ଟି ମାମଲା ରୁଜୁ, ୧୪ ଗିରଫ

You might also like