ଭୁବନେଶ୍ୱର: ଆଚାର୍ଯ୍ୟବିହାର ଓ ବାଣୀବିହାର ଛକରେ ଭିଡ଼ ନିୟନ୍ତ୍ରଣ ନେଇ ବସ୍‌ ମାଲିକ ଓ ଆର୍‌ଟିଓ ଙ୍କ ମଧ୍ୟରେ ଆଲୋଚନା; ଟ୍ରାଫିକଠାରୁ ୨ ଶହ ମିଟର ଦୂରରେ ବସ୍‌ ରଖିବାକୁ ନିଷ୍ପତ୍ତି, ବସ୍‌ରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନ ଥିଲେ ବାତିଲ ହେବ ପରମିଟ୍‌ 

You might also like