ଭାଗ ଚାଷୀ ଆଇନ ନେଇ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି କହିଲେ- ଏବେ ହେବ ନାହିଁ ଆଇନ, କେବେ ହେବ କହି ହେବନି, ଭାଗ ଚାଷୀ ଆଇନ ଚୂଡ଼ାନ୍ତ ହୋଇନି, ଆମେ ଉଭୟ ଜମି ମାଲିକ ଓ ଭାଗ ଚାଷୀଙ୍କ ସ୍ୱାର୍ଥ ରକ୍ଷା ଚେଷ୍ଟା କରୁଛୁ

You might also like