ଭର୍ଚୁଆଲ ରାଲିରେ ଶାହ କହିଲେ- ଆମର କରୋନା ବିରୋଧୀ ଲଢ଼େଇ ବହୁତ ଭଲ ଅଛି, ଜଣେ ନେତାଙ୍କ କଥାକୁ ଲୋକେ ମାନିବା ଜନତା କର୍ଫ୍ୟୁରେ ଦେଖିଲି; ଆଜି ବିଶ୍ୱ ତୁଳନାରେ ଆମେ ବହୁତ ଭଲ ସ୍ଥିତିରେ ଅଛୁ, ୩ ଲକ୍ଷରୁ ଅଧିକ ଓଡ଼ିଆ ଭାଇ ବିଭିନ୍ନ ସ୍ଥାନରୁ ଓଡ଼ିଶା ଫେରିଛନ୍ତି

You might also like