ଭଦ୍ରକ: ଭଦ୍ରକ ଜିଲ୍ଲାରେ ବନ୍ୟା ପରିସ୍ଥିତି, ସାଳନ୍ଦୀର ଶାଖା ନଦୀ ରେବ ଓ କପାଳୀ ନଦୀ ଫୁଲୁଛନ୍ତି, ପାଣି ଘେରରେ ଅସୁରାଳି, କାଶିମପୁର ଗାଁ, ଭଦ୍ରକ ସଦର ବ୍ଲକର ଅର୍ଣ୍ଣପାଳ, ବିଷ୍ଣୁପୁର ବିନ୍ଧା, ଶୁଶୁଅା ଗାଁ ପାଣି ଘେରରେ, ଅାଖୁଅାପଦାରେ ବୈତରଣୀ ବିପଦ ସଂକେତ ଉପରେ

You might also like