ଭଦ୍ରକ, ବାଲେଶ୍ୱର, ଯାଜପୁର ୬୦ ଘଣ୍ଟା ପାଇଁ ସଟ୍‌ଡାଉନ ଘୋଷଣା କଲେ ମୁଖ୍ୟ ଶାସନ ସଚିବ। ଆଜି ରାତି ୧୦ରୁ ୨୬ ତାରିଖ ସକାଳ ୧୦ ପର୍ଯ୍ୟନ୍ତ ୩ ଜିଲ୍ଲାରେ ସମ୍ପୂର୍ଣ୍ଣ ସଟ୍‌ଡାଉନ୍ ରହିବ

You might also like