ଭଦ୍ରକ ପୁରୁଣାବଜାର ଅଞ୍ଚଳରୁ କଣ୍ଟେନମେଣ୍ଟ କୋହଳ, କଣ୍ଟେନମେଣ୍ଟ କୋହଳ ହେଲେ ବି ସଂପୃକ୍ତ ଅଞ୍ଚଳରେ ଲକ ଡାଉନ ରହିବ, ଜିଲ୍ଲାର ପ୍ରଥମ କରୋନା ଚିହ୍ନଟ ପରେ କଟକଣା ଲାଗୁ ହୋଇଥିଲା; ଟ୍ୱିଟ୍‌ କରି ସୂଚନା ଦେଲେ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ

You might also like