ଭଦ୍ରକ ଜିଲ୍ଲାରେ ସକାଳ ୫ରୁ ଦିନ ୧ଟା ଯାଏ ଖୋଲିବ ଦୋକାନ: ପ୍ରତି ବୁଧବାର, ଶୁକ୍ରବାର ଓ ରବିବାର ଆମିଷ ଦୋକାନ ଖୋଲା ରହିବ, ସକାଳ ୬ରୁ ରାତି ୧୦ଟା ଯାଏ ଔଷଧ ଦୋକାନ, ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏ ପେଟ୍ରୋଲ ପମ୍ପ ଖୋଲା ରହିବ

You might also like