ଭଞ୍ଜନଗର ପୋଷ୍ଟ ଅଫିସ୍ ସାମ୍ନାରୁ ଯୁବକଙ୍କ ମୃତଦେହ ଉଦ୍ଧାର,ଶ୍ୱଶୁର ଘର ଲୋକେ ହତ୍ୟା କରିଥିବା ଅଭିଯୋଗ କଲେ ପରିବାର,ସ୍ତ୍ରୀକୁ ଆଣିବାକୁ ଗତକାଲି ଶ୍ୱଶୁର ଘର ବାମୁଣିଗାଁ ଯାଇଥିଲେ ଯୁବକ, ଘରୋଇ କଳିକୁ ନେଇ ସ୍ତ୍ରୀ ଘର ଛାଡ଼ି ବାପ ଘରକୁ ଚାଲି ଆସିଥିଲେ

You might also like