ବଢ଼ିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଭୁବନେଶ୍ୱରରେ ଆଉ ୧୬ ଟି କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ, ଟ୍ୱିଟ୍‌ ଯୋଗେ ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗର ସୂଚନା, ରାଜ୍ୟରେ କରୋନା ପଜିଟିଭ୍ ୩୯ରେ ପହଞ୍ଚିଲା

You might also like