• ବରଗଡ଼: ଟୋକନ ଅବଧି ବୃଦ୍ଧି ଦାବି ଓ ମଣ୍ଡିରୁ ଧାନ ନଉଠିବା ପ୍ରତିବାଦରେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତଙ୍କ ଧାରଣା ।
  • ନୂଆଦିଲ୍ଲୀ: ଦ୍ୱାଦଶ ରେଜଲ୍ଟ ନେଇ ସୁପ୍ରିମକୋର୍ଟରେ ପୁଣି ସତ୍ୟପାଠ ଦାଖଲ କଲା CBSE । ପୂର୍ବ ପଦ୍ଧତିରେ ଆଉ ୨ଟି ବିନ୍ଦୁ ଯୋଡ଼ି ସତ୍ୟପାଠ ଦାଖଲ କଲା CBSE
  • ବାଲେଶ୍ୱର: ଟିକାକରଣ କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଲାଗି ନଥିବାରୁ ପ୍ରତିବାଦ, ବିଜେପି କର୍ମୀଙ୍କ ହୋହଲ୍ଲା
  • ନୀଳଗିରି: ନୀଳଗିରି ରଥଖଳାରେ ରଥ ନିର୍ମାଣ ବେଳେ ପ୍ରଶାସନ ଓ ପୋଲିସର ଚଢ଼ାଉ; ରଥ ନିର୍ମାଣ କରୁଥିବା ୮ କାରିଗର ଅଟକ 
  • ବଲାଙ୍ଗିର: ବର୍ଦ୍ଧିତ ଫି ଦେଇ ନପାରିଲେ ପିଲାଙ୍କ ନାଁ ସ୍କୁଲ କାଟିପାରିବନି-ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀ
  • ଭୁବନେଶ୍ୱର: ସାଂସଦ ଭାବେ ୨ୟ ବର୍ଷର ରିପୋର୍ଟ କାର୍ଡ ପ୍ରକାଶ କଲେ ଅପରାଜିତା ଷଡ଼ଙ୍ଗୀ।
  • ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟାରେ ୩ ହଜାର ୩୧ ସଂକ୍ରମିତ ଚିହ୍ନଟ ;  ଦିନକାରେ ଆଉ ୪୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ
  • ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଯୋଗ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବୋଧନ: କହିଲେ, ମହାମାରୀ ବିରୋଧୀ ଲଢ଼େଇ ବେଳେ ଯୋଗ ଆଶାର ନୂଆ କିରଣ ଆଣିଛି। 

Other Stories