ବ୍ରହ୍ମପୁର: ସାଦା ପୋଷାକରେ ଥିବା ତେଲେଙ୍ଗାନା ପୁଲିସକୁ ନିର୍ଧୂମ ମାଡ଼; ଗ୍ରାମବାସୀଙ୍କ ମାଡ଼ରେ ୪ ପୁଲିସ୍‌ ଆହତ, ପାଟପୁର ଥାନା ଅନ୍ତର୍ଗତ ରେଙ୍ଗାଳି ଗାଁକୁ ଏକ ମାମଲାର ତଦନ୍ତ ପାଇଁ ଆସିଥିଲେ, ପିଲା ଚୋର ଭାବି ଆକ୍ରମଣ କଲେ ଗ୍ରାମବାସୀ

You might also like