ବ୍ରହ୍ମପୁର: ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ଘରୁ ଡାକି ଅାଣି ୨ ଜଣ ଦୁଷ୍କର୍ମ କରିଥିବା ଅଭିଯୋଗ, ଅାଜି ବୁଗୁଡ଼ା ମୁଖ୍ୟ ବଜାରରେ ଅଚେତ ହୋଇପଡ଼ିଥିଲେ ଯୁବତୀ, ସଂକଟାପନ୍ନ ଅବସ୍ଥାରେ ଉଦ୍ଧାର ପରେ ଗୁମର ଖୋଲିଥିଲେ, ପୁରୁଷ ବନ୍ଧୁ ଏବଂ ତାଙ୍କ ସାଙ୍ଗ ଦୁଷ୍କର୍ମ କରିଥିବା ଅଭିଯୋଗ କଲେ, ଘରୁ ଡାକି ଅାଣି ବୁଗୁଡ଼ା, ଟ୍ରେଜେରୀ ନିକଟରେ ଦୁଷ୍କର୍ମ କରିଥିଲେ, ଏନେଇ ନିଜ ଅାଡୁ ମାମଲା ରୁଜୁ କଲା ବୁଗୁଡ଼ା ପୋଲିସ, ପୀଡ଼ିତାଙ୍କୁ ଡାକ୍ତରୀମାଇନା ସହ ୨ ଜଣଙ୍କୁ ଅଟକ ରଖି ଜେରା Edited By | By OTV KHABAR BUREAU On Sep 7, 2018 Share Share