ବ୍ରହ୍ମପୁର: ମା ତାରାତାରିଣୀ ପୀଠରେ ଚୈତ୍ର ମଙ୍ଗଳବାର ପର୍ବ ଆରମ୍ଭ । ପ୍ରଶାସନର ବାରଣ ସତ୍ତ୍ୱେ ତାରାତାରିଣୀ ପୀଠରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ପୀଠ ପରିସରରେ ୩ ASPଙ୍କ ନେତୃତ୍ୱରେ ୫ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ ଅଛନ୍ତି । Edited By OTV Khabar Bureau | By Pranjna Parimita On Mar 30, 2021 Share Share