ବ୍ରହ୍ମପୁର: ଭଂଜନଗର ଥାନା ଧୁମୁସାହି ଗାଁରେ ଘର ସାମ୍ନାରେ ଜଣେ ଯୁବକଙ୍କୁ ୩ ଦୁର୍ବୃତ୍ତ ଜୀବନ୍ତ ଜାଳିଦେବାକୁ ଉଦ୍ୟମ, ଯୁବକ ଜଣକ ନିଜ ପିଣ୍ଡାରେ ବସିଥିବା ବେଳେ ନିଆଁ ଲଗାଇଦେଲେ

You might also like