ବ୍ରହ୍ମପୁର: ବଡ଼ବଜାର ଥାନା ଖାସ୍ତାସାହିରେ ପୁଲିସ୍ ପରିଚୟ ଦେଇ ୨ ଦୁର୍ବୃତ୍ତ ମହିଳାଙ୍କ ଠାରୁ ୭ ଭରି ସୁନା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ, ଆଗରେ ଚୋର ଥିବା କହି ସତର୍କ କରାଇବା ବାହାନାରେ ଲୁଟିନେଲେ

You might also like