ବ୍ରହ୍ମପୁର: ତପ୍ତପାଣି ବସ୍ ଦୁର୍ଘଟଣା ସମ୍ପର୍କରେ MKCG ଅଧୀକ୍ଷକ ସନ୍ତୋଷ ମିଶ୍ରଙ୍କ ପ୍ରତିକ୍ରିୟା , ବ୍ରହ୍ମପୁର MKCGରେ ୧୪ ଆହତ ଯାତ୍ରୀ ଭର୍ତ୍ତି ହୋଇଛନ୍ତି; ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ

You might also like