ବ୍ରହ୍ମପୁର: କାଲି ଗଞ୍ଜାମ ଜିଲ୍ଲାର ସବୁ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ; ସ୍କୁଲ ଓ ଅଙ୍ଗନବାଡ଼ିକୁ ପିଲା ଯିବେନି, କିନ୍ତୁ ଶିକ୍ଷକ ଯିବେ; ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନର ଏହି ନିଷ୍ପତ୍ତି ନେଇଛି

You might also like