ବ୍ରହ୍ମଗିରି: କୃଷ୍ଣପ୍ରସାଦ ବ୍ଲକରେ କାଉ ପରେ କୁକୁଡ଼ା ମଡ଼କ; ମାଲୁଦରେ ୨ ହଜାରରୁ ଅଧିକ କୁକୁଡ଼ା ମୃତ, ବାର୍ଡ ଫ୍ଲୁ ଆଶଙ୍କା, ମଧ୍ୟାହ୍ନ ଭୋଜନରୁ ଅଣ୍ଡାକୁ ବାଦ୍ ଦେବାକୁ ନିର୍ଦ୍ଦେଶ, ଅଙ୍ଗନଓ୍ୱାଡିରୁ ବି ଅଣ୍ଡାକୁ ବାଦ୍ ଦେବାକୁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ, ସୂଚନା ଦେଲେ କୃଷ୍ଣପ୍ରସାଦ ବିଡିଓ ଅଶୋକ କୁମାର ମହାନ୍ତି

You might also like