ବିଭିନ୍ନ ହତ୍ୟାକାଣ୍ଡ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ହତ୍ୟାକାଣ୍ଡ ଘଟିଲେ ମନ୍ତ୍ରୀ ତଥା ଶାସକ ଦଳର ଲୋକଙ୍କ ନାଁ ଆସୁଛି। ପିପିଲିରୁ ମାହାଙ୍ଗା, ରାୟଗଡ଼ାରୁ ନୟାଗଡ଼ ଯାଏଁ ଶାସକ ଦଳର ସଂପୃକ୍ତି ଥିବାନେଇ ସୂଚନା ମିଳୁଛି। Edited By OTV Khabar Bureau | By OTVkhabar Bureau On Jan 6, 2021 Share Share