ବିଦ୍ୟୁତ୍‌ ବିତରଣ ସଂସ୍ଥା ସେସୁକୁ ବିକ୍ରି ଉଦ୍ୟମ ପ୍ରସଙ୍ଗ ନେଇ ଶକ୍ତି ସଚିବଙ୍କୁ ପୁଣି ଟାର୍ଗେଟ କଲେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର: କହିଲେ- ଶକ୍ତି ସଚିବ ଗଳାବାଟରେ ସେସୁକୁ ବିକ୍ରି କରିବାକୁ ଉଦ୍ୟମ କରୁଛନ୍ତି, ଦୁଇ ଅନାମଧେୟ କମ୍ପାନୀ ଇଣ୍ଡିଆ ପାଓ୍ୱାର ଓ ଫେଡୋକକୁ ବିକ୍ରି ଉଦ୍ୟମ ହେଉଛି

You might also like