ବିଦେଶ ଓ ଅନ୍ୟ ରାଜ୍ୟରୁ ଆସିଥିବା ଲୋକଙ୍କ ସଂପର୍କରେ ସୁବ୍ରତ ବାଗଚୀ କହିଲେ- ମୋଟ ୪ ହଜାର ୧୫ ଜଣ ବିଦେଶ ଫେରନ୍ତା ପଂଜୀକରଣ କରିଛନ୍ତି, ସେମିତି ୭୮୨୩୩ ଜଣ ଅନ୍ୟ ରାଜ୍ୟରୁ ଓଡ଼ିଶାକୁ ଫେରିଛନ୍ତି; ସେମାନେ ଯେ କରୋନା ସଂକ୍ରମିତ ନୁହଁନ୍ତି ଭାବିବା ଭୁଲ; ସେ ସମସ୍ତଙ୍କୁ ନିଜ ଘରେ ହୋମ କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଇଛି 

You might also like