ବିଜୟ ମହାପାତ୍ର ଓ ଦିଲୀପ ରାୟ ବିଜେଡିରେ ମିଶିବା ଚର୍ଚ୍ଚା ନେଇ ବରିଷ୍ଠ ନେତା ଦାମ ରାଉତ କହିଲେ- ଯାହାଙ୍କୁ ନିନ୍ଦିତ କରି ବିଦା କରିଥିଲେ, ତାଙ୍କୁ ପୁଣି ଆଣିବାକୁ ଉଦ୍ୟମ କରାଯାଉଛି, ମୁଁ ବିଶ୍ୱାସ କରି ପାରୁନି ସେମାନେ ସେଠାକୁ ଫେରିବେ ବୋଲି, ବିଜୟ ଚାଲାକ, ଚତୁର ଓ ଅଭିଜ୍ଞ ରାଜନେତା, ସେ ଠିକ୍ ନିଷ୍ପତ୍ତି ନେବେ

You might also like