ବିଜୟ ମହାପାତ୍ରଙ୍କ ଟାର୍ଗେଟ ପ୍ରସଙ୍ଗ: ଗଜପତି ମହାରାଜଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଗଲା- ଦୈନନ୍ଦିନ ପ୍ରଶାସନିକ ଦାୟିତ୍ୱ ମୁଖ୍ୟ ପ୍ରଶାସକଙ୍କ ଉପରେ ପୂର୍ଣ୍ଣ ନ୍ୟସ୍ତ, ପରିଚାଳନା କମିଟି ଅଧ୍ୟକ୍ଷ ଭାବେ ଗଜପତିଙ୍କ ଦାୟିତ୍ୱ ବୈଠକରେ ଅଧ୍ୟକ୍ଷତା କରିବା, ପରିଚାଳନା ନେଇ ତାଙ୍କର ଅଧିକାର କି ଦାୟିତ୍ୱ ନାହିଁ

You might also like