ବିଜେପୁର ରେଜଲ୍ଟ ନେଇ ଦାମୋଦର ରାଉତ କହିଲେ- ଓଡ଼ିଶାରେ ଜାତୀୟ ଦଳ ଅପେକ୍ଷା ଆଞ୍ଚଳିକ ଦଳଙ୍କୁ ଓ ନେତାଙ୍କୁ ଲୋକେ ଅଧିକ ପସନ୍ଦ କରୁଛନ୍ତି, ନିର୍ବାଚନ ଫଳାଫଳରୁ ଜଣାପଡୁଛି ନବୀନ ପଟ୍ଟନାୟକ ଅପରାଜେୟ, ନବୀନଙ୍କୁ ପ୍ରିୟ ନେତା ଭାବୁଥିବା ପ୍ରମାଣିତ ହୋଇଛି

You might also like