ବିଜେପି ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଲେ- ଯାଜପୁର ଧର୍ମଶାଳାରେ ଅଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡ ବଣ୍ଟା ହୋଇଛି, ମଥ୍ୟା ତଥ୍ୟ ଦେଇ ୨୦ ହଜାର ଲୋକଙ୍କ ନାଁ ତାଲିକାରୁ ବାଦ୍ ଦିଆଯାଇଛି, ଯାହାର ନାଁ କଟୁଛି ଲାଞ୍ଚ ନେଇ ସେମାନଙ୍କୁ ତାଲିକାରେ ସାମିଲ୍ କରାଯାଉଛି। Edited By OTV Khabar Bureau | By Abinash Pati On Jul 26, 2020 Share Share