ବିଜେପିରେ ମିଶିବା ପରେ ଅପରାଜିତା ଷଡ଼ଙ୍ଗୀ କହିଲେ- ଏହା ବିଚାର ସମ୍ମତ ନିଷ୍ପତ୍ତି; ଦଳର ନେତା ଓ ଆଭିମୁଖ୍ୟ ଦେଖି ମିଶିଛି, ଅନେକ ଅନୁଧ୍ୟାନ ପରେ ମୁଁ ଯୋଗଦେଇଛି, ପ୍ରଧାନମନ୍ତ୍ରୀ ମୋଦି, ଅମିତ ଶାହ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଖରେ ମୁଁ କୃତଜ୍ଞ

You might also like