ବିଜେଡି ଭଲ କରିବା ନେଇ ନବୀନ ପଟ୍ଟନାୟକଙ୍କ ମନ୍ତବ୍ୟକୁ ନେଇ ନିରଞ୍ଜନ ପଟ୍ଟନାୟକ କହିଲେ- ଯଦି ଜିତିବା ନେଇ ଦୃଢ଼ୋକ୍ତି କରୁଛନ୍ତି, ତେବେ ଏତେ ଡର କାହିଁକି ? ରାହୁଲ ଗାନ୍ଧିଙ୍କ କାର୍ଯ୍ୟକ୍ରମକୁ କାହିଁକି ଭଣ୍ଡୁର ଉଦ୍ୟମ କରୁଛନ୍ତି, ୧୯ ବର୍ଷ ପରେ ବି ନେତା ସୃଷ୍ଟି କରିପାରିନାହାନ୍ତି, ଅନ୍ୟଠୁ ନେଉଛନ୍ତି

You might also like