ବିଜେଡିର ୪ ପ୍ରାର୍ଥୀ ରାଜ୍ୟସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ: ସୁବାସ ସିଂ, ମୁନା ଖାଁ, ସୁଜିତ କୁମାର ଓ ମମତା ମହାନ୍ତ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ; ପ୍ରାର୍ଥିପତ୍ର ପ୍ରତ୍ୟାହାର ଅବଧି ପରେ ଘୋଷଣା କଲେ ରିଟର୍ଣ୍ଣିଂ ଅଫିସର

You might also like