ବିଜେଡିର ୨ ବରିଷ୍ଠ ନେତାଙ୍କୁ ସିବିଆଇ ନୋଟିସ୍‌ : ଅତନୁ ସବ୍ୟସାଚୀ ନାୟକ ଓ ଅରୁଣ ସାହୁଙ୍କୁ ସିବିଆଇ ନୋଟିସ୍‌ ,ଚିଟ୍‌ଫଣ୍ଡ ମାମଲାରେ ଉଭୟଙ୍କୁ ନୋଟିସ୍‌ କରାଯାଇଥିବା ସୂଚନା, ସମ୍ବାଦ ସରବରାହ ସଂସ୍ଥା ANI ସୂତ୍ରରୁ ସୂଚନା

You might also like