ବାହାରୁ କେହି କଟକ ସହରକୁ ଆସିଲେ ୧୪ ଦିନ କ୍ୱାରେଣ୍ଟିନ ବାଧ୍ୟତାମୂଳକ, ୫ଟି ଜିଲ୍ଲା ଓ କଟକର ୫ଟି ବ୍ଲକରୁ ଆସିଲେ କ୍ୱାରେଣ୍ଟିନ ବାଧ୍ୟତାମୂଳକ, ୫ ଜିଲ୍ଲା- ଗଞ୍ଜାମ, ଖୋର୍ଦ୍ଧା, ଯାଜପୁର, ଗଜପତି ଓ ବାଲେଶ୍ୱର ୫ ବ୍ଲକ- ନିଶ୍ଜିନ୍ତକୋଇଲି, ନରସିଂହପୁର, ମହାଙ୍ଗା, ବଡ଼ମ୍ବା ଓ ତିଗିରିଆ, ହୋମ୍ କ୍ୱାରେଣ୍ଟିନ୍ ସୁବିଧା ନଥିଲେ ସରକାରୀ କ୍ୱାରେଣ୍ଟିନ୍‌ରେ ରହିବେ

You might also like