ବାଲେଶ୍ୱର ରୁପ୍‌ସା ବିଜେପି ନିର୍ବାଚନୀ ସଭାରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, କହିଲେ-ରାଜନୀତି କେତେ ନୀଚ୍ଚ ସ୍ତରକୁ ଯାଇ ସାରିଛି ତାହା ବିଜେଡି ପ୍ରମାଣିତ କରିଛି

You might also like